Mohammad Aziz все тексты (слова) песен, переводы, видео, клипы
Bhagya Mora Phata Kanthaଭାଗ୍ୟ ମୋର ଫଟା କାନ୍ଥରେ କାଳିଆ କି ଦୁଃଖ କହିବି ତତେ
ରେ କି ଦୁଃଖ କହିବି ତତେ .....
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ କି ଦୁଃଖ କହିବି ତତେ
ରେ କି ଦୁଃଖ କହିବି ତତେ .....
ତୋ ସୁଖ ମୋ ଦୁଃଖ ଦୂରତା ମାପିଲେ ,
ତୋ ସୁଖ ମୋ ଦୁଃଖ ଦୂରତା ମାପିଲେ ,ମାଟିରୁ ଆକାଶ ଯେତେ ।
ଭାଗ୍ୟ ମୋର ଫଟା କାନ୍ଥରେ କାଳିଆ କି ଦୁଃଖ କହିବି ତତେ
ରେ କି ଦୁଃଖ କହିବି ତତେ .....
Kulanandanaଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ
ଆରେ ମୋ ମଣି କାଂଚନ ଆରେ ମୋ କୁଳ ନନ୍ଦନ ।
ଆରେ ମୋ ହୃଦ ଚନ୍ଦନ ତୋ ବିନା ନାହିଁ ସପନ
ତୁ ମୋର ମୁଁ ତୋର ତୋ କୋଳରେ ଯାଉ ଜୀବନ ।
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ
ତୁ ମୋର ପୁନେଇଁ ଜହ୍ନ ,ତୁ ମୋର ପୁନେଇଁ ଜହ୍ନ ।
ପକ୍ଷୀ ସିନା ଯାଏ ଉଡି ରେ ସଂଞ ହେଲେ ଆସେ ଫେରିରେ
ପ୍ରାଣ ପକ୍ଷୀ ଗେ ଉଡି ଫେରେ ନାହିଁ ରେ ।